ଆଜି ଭାରତର 77 ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ମାଆ ତାରିଣୀ ପ୍ରେସକ୍ଲୁବ ଘଟଗାଁ
ଗାଁ ଆନୁକୂଲ୍ୟରେ ସ୍ଵଛ ଭାରତ ସଫେଇ କାର୍ଯ୍ୟକ୍ରମ ହୋଇଯାଇଛି। ପ୍ରେସ୍ର କ୍ଲୁବର ସଭାପତି ଶ୍ରୀ ପ୍ରଦୀପ ସାଙ୍କ ଆଉହାନ କ୍ରମେ ସାମ୍ୱାଦିକ ଆନନ୍ଦ ଚନ୍ଦ୍ର ସିଂହ, ସଞ୍ଜୟ ମିଶ୍ର, ରାଜେନ୍ଦ୍ର ପଟ୍ଟନାୟକ, ଭୀମସେନ ବଳ, ଛବିନ୍ଦ୍ର ଜେନା, ଭବାନୀ ପ୍ରସାଦ ମହାନ୍ତ, କୁଳମଣି ନାଏକ, ଅମର ଦେହୁରୀ, ଲଷ୍ମୀକାନ୍ତ ତ୍ରିପାଠୀ ଗୁଣ୍ଡୁଚି ପେରେଇ, ମୁନା ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ସଫେଇ କାର୍ଯ୍ୟକ୍ରମରେ ମୁକୁନ୍ଦପୁର ପାଟଣା ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀ ଯୋଗ ଦେଇଥି
ଲେ। ଘଟଗାଁ ଥାନା IIC ଓ SDPO ସହଯୋଗ କରିଥିଲେ। ଅଟୋ ଚାଳକ ସଂଘ ଏଥିରେ ସହଯୋଗ କରିଥିଲେ।
କରମ ଟିଭି ଓଡିଶା
Hi! କର୍ମଜୀବୀ ଓ ଆଦିବାସୀଙ୍କ ଅନ୍ତଃ-ସ୍ୱର MAN KI BAT ଓ ଏହାଙ୍କ ଲୁକ୍କାୟିତ ସଂସ୍କୃତିର ଗବେଷଣା ଧର୍ମୀ ବିଶ୍ଳେଷଣ ଦେଖିବା ପାଇଁ ଆମ ୟୁଟ୍ୟୁବ ଚାନେଲକୁ subscribe କରନ୍ତୁ 🔔
Subscribe
Post a Comment