//BREAKING//
Loading...

ସାଂସଦ ପ୍ରତିନିଧି ମନୋନୀତ1

 ମନୋଜ ମହାନ୍ତ କେନ୍ଦୁଝର ଜିଲ୍ଲାର  ରେଳ ବିଭାଗୀୟ ସାଂସଦ ପ୍ରତିନିଧି ଭାବେ ନିଯୁକ୍ତ 

ହରିଚନ୍ଦନପୁର (ନି. ପ୍ର.)୨୩/୧୧ ମାନ୍ୟବର କେନ୍ଦୁଝର  ସାଂସଦ ଶ୍ରୀ ଯୁକ୍ତ ଅନନ୍ତ ଚରଣ ନାୟକ ହରିଚନ୍ଦନପୁର ବ୍ଲକର ଶ୍ରୀ ମନୋଜ କୁମାର ମହାନ୍ତଙ୍କୁ କେନ୍ଦୁଝର ଜିଲ୍ଲାର ରେଳ ବିଭାଗୀୟ  ପ୍ରତିନିଧି  ଦାୟିତ୍ୱ ଅର୍ପଣ କରିଛନ୍ତି  / ହରିଚନ୍ଦନପୁର ବ୍ଲକର ଦଳମତ ନିର୍ବିଶେଷରେ ଏହି ନିଯୁକ୍ତିକୁ ସ୍ୱାଗତ କରିଛନ୍ତି / ହରିଚନ୍ଦନପୁରର ବୁଦ୍ଧିଜୀବୀ ମହଲ ଆନନ୍ଦ ପ୍ରକାଶ କରି କହିଛନ୍ତି ଏହାଦ୍ୱାରା ରେଳ ସମ୍ପର୍କିତ ସମସ୍ୟା ଗୁଡିକ ସହଜରେ ଉପସ୍ଥାପିତ ହୋଇ ପାରିବ / ଭବିଷ୍ୟତରେ ଓଡ଼ିଶାର ପର୍ଯ୍ୟଟନ ବିକାଶ ପାଇଁ ପ୍ରସିଦ୍ଧ ବାଲିଯାତ୍ରା ଦର୍ଶନ ପାଇଁ ଆବଶ୍ୟକୀୟ ରେଳପଥ ପାଇଁ ଦାବୀ  ଉପସ୍ଥାପିତ ହୋଇ ପାରିବ / prakas ଯୋଗ୍ୟ ଯେ, ବର୍ତମାନ ନରାଜ ଦେଇ ଟ୍ରେନ ଚଳାଚଳ କରୁଥିବାରୁ କେନ୍ଦୁଝର ଜିଲ୍ଲାର ଲୋକମାନେ ବାଲିଯାତ୍ରା ପର୍ଯ୍ୟଟନରୁ ବଞ୍ଚିତ ହୋଇ ଛନ୍ତି/କେନ୍ଦ୍ର ସରକାରଙ୍କୁ ଏ ବିଷୟରେ ଦୃଷ୍ଟି ଆକର୍ଷଣ କରିବେ ବୋଲି ସାମ୍ବାଦିକ ତଥା ଉପସ୍ଥିତ ସମ୍ନାନିତ ଅତିଥିଙ୍କୁ ସୂଚନା ପ୍ରଦାନ କରିଥିଲେ / ସାଂସଦ ପ୍ରତିନିଧି ସମ୍ପର୍କିତ ପତ୍ର ଇଷ୍ଟ କୋଷ୍ଟ ରେଲ ୱେ  ଡିଭିଜନ ଡ଼ି ଆର ଏମ ଙ୍କୁ ପ୍ରଦାନ କରିଥିବାର ସୂଚନା ମିଳିଛି /

Post a Comment

Previous Post Next Post

କରମ ଟିଭି ଓଡିଶା

Hi! କର୍ମଜୀବୀ ଓ ଆଦିବାସୀଙ୍କ ଅନ୍ତଃ-ସ୍ୱର MAN KI BAT ଓ ଏହାଙ୍କ ଲୁକ୍କାୟିତ ସଂସ୍କୃତିର ଗବେଷଣା ଧର୍ମୀ ବିଶ୍ଳେଷଣ ଦେଖିବା ପାଇଁ ଆମ ୟୁଟ୍ୟୁବ ଚାନେଲକୁ subscribe କରନ୍ତୁ 🔔

Subscribe