//BREAKING//
Loading...

କେନ୍ଦୁଆପଡା ସାହିରୁ ପ୍ରଚାର ଆରମ୍ଭ କଲେ ବଦ୍ରି ସାର


 ଆଗାମୀ ସାଧାରଣ ନିର୍ବାଚନ ରେ ବିଜୁ ଜନତା ଦଳକୁ ଅଗ୍ରଣୀ କରିବା ଦିଗରେ ସଂଗଠନକୁ ସୁଦୃଢ କରିବାରେ ଆଗେଇ ଚାଲିଛନ୍ତି ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ବଦ୍ରିନାରାୟଣ ପାତ୍ର । ଆଜି ମୁକୁନ୍ଦପୁର ପାଟଣା ପଞ୍ଚାୟତ ର ଘଟଗାଁ ଗ୍ରାମ କେନ୍ଦୁଆପଡ଼ା ୱାର୍ଡରେ କର୍ମୀ ସମ୍ମିଳନୀରେ ବିଧାୟକ ବଦ୍ରି ସାର୍ ଯୋଗ ଦେଇ ନବୀନ ସରକାର ଯୋଗାଇ ଦେଇଥିବା ବିଭିନ୍ନ ଉନ୍ନୟନ ଯୋଜନା ସମର୍କରେ ଆଲୋକପାତ କରିଥିଲେ । ଏହି ସଭାରେ 7 ନମ୍ବର ୱାର୍ଡର  ପୂର୍ବତନ ୱାର୍ଡ ମେମ୍ବର  ନିଶିକାନ୍ତ ମହାନ୍ତ ସଭାପତିତ୍ୱ କରିଥିଲେ । ଜିଲ୍ଲା ପରିଷଦ ସଭ୍ୟ ସୁରେନ୍ଦ୍ର ଜେନା ଏହି ସଭାରେ ଉପସ୍ଥିତ ଥିଲେ । ବାସୁ ବାବୁ, ଲିଟୁ ବାବୁ, ଅମିତ ବାବୁ, ବୈଠକ ଆୟୋଜନ କରିଥିଲେ ।






Post a Comment

Previous Post Next Post

କରମ ଟିଭି ଓଡିଶା

Hi! କର୍ମଜୀବୀ ଓ ଆଦିବାସୀଙ୍କ ଅନ୍ତଃ-ସ୍ୱର MAN KI BAT ଓ ଏହାଙ୍କ ଲୁକ୍କାୟିତ ସଂସ୍କୃତିର ଗବେଷଣା ଧର୍ମୀ ବିଶ୍ଳେଷଣ ଦେଖିବା ପାଇଁ ଆମ ୟୁଟ୍ୟୁବ ଚାନେଲକୁ subscribe କରନ୍ତୁ 🔔

Subscribe