ଆଦିବାସୀଙ୍କ ‘ହାଣ୍ଡିଆ’ ଉପରେ ଗବେଷଣା କରୁଛି ଆଇସିଏଆର-ସିଆରଆରଆ
ନିଶାଯୁକ୍ତ ନୁହେଁ, ପୁଷ୍ଟିକର ପାନୀୟ ହୋଇପାରିବ ଆଦିବାସୀଙ୍କ ପାରମ୍ପରିକ ପାନୀୟ ‘ହାଣ୍ଡିଆ’। ଆଇସିଏଆର-ସିଆରଆରଆଇ ପକ୍ଷରୁ ଚାଲିଥିବା ଗବେଷଣାରେ ହାଣ୍ଡିଆ ଏକ ଉତ୍କୃଷ୍ଟ ପୁଷ୍ଟିଯୁକ୍ତ ପାନୀୟ ହୋଇପାରିବ ବୋଲି ବାଲି ପ୍ରମାଣିତ ହୋଇଛି। ଏହାର ମାନ ନିର୍ଦ୍ଧାରଣ, ବ୍ୟବହାରଯୋଗ୍ୟ ସମୟ ଓ ପ୍ୟାକେଜିଂ ଉପରେ ଏବେ ଅଧିକ ଗବେଷଣା କରାଯାଉଛି । ସର୍ବସାଧାରଣଙ୍କ ବ୍ୟବହାର ଦୃଷ୍ଟିରୁ ଏହାକୁ ବଜାରରେ ପ୍ୟାକେଟ୍ରଲବ୍ଧ କରାଇବା ଲାଗି ଲକ୍ଷ୍ୟ ରହିଛି।
୨୦୨୫ ଅକ୍ଟୋବରରୁ ‘ହାଣ୍ଡିଆ’ ଉପରେ ସିଆରଆରଆଇ ବୈଜ୍ଞାନିକ ଟିମ୍ ଗବେଷଣା ଆରମ୍ଭ କରିଛନ୍ତି।
ଗବେଷଣା ପୂର୍ବରୁ ତଥ୍ୟ ସଂଗ୍ରହ କରିବାକୁ ରାଜ୍ୟର ବିଭିନ୍ନ ଆଦିବାସୀ ଅଞ୍ଚଳ ଗସ୍ତ କରି ଗବେଷକ ଦଳ ଏକ ସର୍କରିଥିଲେ ବିଭିନ୍ନ ଅଞ୍ଚଳକୁ ଯାଇ ମନ ନିର୍ଦ୍ଧାରଣ, ବ୍ୟବହାରଯୋଗ୍ୟ ସମୟ, ପ୍ୟାକେଜିଂ ଉପରେ ଚାଲିଛି ଅନୁଧ୍ଯାନ
ନିଶାଯୁକ୍ତ ନୁହେଁ, ପୁଷ୍ଟିକର ପାନୀୟ ଭାବେ ବଜାରକୁ ଆଣିବାକୁ ଚାଲିଛି ଗବେଷଣା
ସେମାନେ ଆଦିବାସୀଙ୍କଠାରୁ ହାଣ୍ଡିଆ ଲାଗି କଞ୍ଚାମାଲ ସଂଗ୍ରହ, ପାରମ୍ପରିକ ପ୍ରସ୍ତୁତି ପ୍ରଣାଳୀ ଓ ବ୍ୟବହାର ସହ ଜଡ଼ିତ ତଥ୍ୟ ସଂଗ୍ରହ କରିଥିଲେ। • ଭିତରେ


Post a Comment